Skip to main content

welcome to business breaking

WATER RESOURCES: ଜଳ ସମ୍ପଦ ବିଭାଗର ବରିଷ୍ଠ ଅଧିକାରୀସ୍ତରୀୟ ସମୀକ୍ଷା ବୈଠକ

ଜଳ ସମ୍ପଦ କ୍ଷେତ୍ରରେ ଚାଲୁଥିବା ବିକାଶମୂଳକ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ସହ ବଜେଟର ଫଳପ୍ରଦ ବିନିଯୋଗ ଓ ପ୍ରକଳ୍ପଗୁଡ଼ିକର ସମୟବଦ୍ଧ କାର୍ଯ୍ୟାନ୍ୱୟନ ଉପରେ ଗୁରୁତ୍ୱ ଦେଇ ଜଳ ସମ୍ପଦ ବିଭାଗର ସମ୍ମିଳନୀ କକ୍ଷରେ ପ୍ରମୁଖ ଶାସନ ସଚିବ ଶୁଭା ଶର୍ମାଙ୍କ ଅଧ୍ୟକ୍ଷତାରେ…

Read More

W & CD: ସୁଭଦ୍ରା ୫ମ କିସ୍ତି ପୂର୍ବରୁ ଜୁଲାଇ ୨୫ ସୁଦ୍ଧା ସରିବ ସମସ୍ତ ଆବେଦନର ଯାଞ୍ଚ ଓ ବ୍ୟାଙ୍କ ଲିଙ୍କ୍ ପ୍ରକ୍ରିୟା

ଆସନ୍ତା ରାକ୍ଷୀ ପୂର୍ଣ୍ଣିମା ଅବସରରେ ସୁଭଦ୍ରା ଯୋଜନାର ୫ମ କିସ୍ତି ବିତରଣକୁ ସୁଚାରୁରୂପେ ସମ୍ପନ୍ନ କରିବା ପାଇଁ ଆଜି ଲୋକସେବା ଭବନଠାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ପ୍ରସ୍ତୁତି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ଜୁଲାଇ ୨୫ ସୁଦ୍ଧା…

Read More

ଓଡ଼ିଶାରେ ସ୍ଵଳ୍ପ-କାର୍ବନ ନିର୍ମାଣ ପାଇଁ ‘ସେଣ୍ଟର ଅଫ୍ ଏକ୍ସଲେନ୍ସ’ ପ୍ରତିଷ୍ଠା ନିମନ୍ତେ ବୁଝାମଣା ପତ୍ର ସ୍ଵାକ୍ଷରିତ

ସ୍ଥାୟୀ ସହରୀକରଣ ଏବଂ ଜଳବାୟୁ-ସହନଶୀଳ ଭିତ୍ତିଭୂମିକୁ ପ୍ରୋତ୍ସାହିତ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ଵରୂପ, ଆଜି ଓଡ଼ିଶା ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଆନୁକୂଲ୍ୟରେ ‘ସେଣ୍ଟର ଅଫ୍ ଏକ୍ସଲେନ୍ସ ଅନ୍ ଲୋ କାର୍ବନ କନ୍ସଟ୍ରକ୍ସନ ମ୍ୟାଟେରିଆଲ୍ସ…

Read More

ସାମୁଦ୍ରିକ ବାଣିଜ୍ୟ ଓ ସୁରକ୍ଷା ହେଉଛି ବ୍ୟାପକ ପ୍ରଗତିର ପ୍ରବେଶ ପଥ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱରରେ ୧୪ତମ ମଲ୍ଟି ଏଜେନ୍ସି ମାରିଟାଇମ୍ ସିକ୍ୟୁରିଟି ଗ୍ରୁପ୍ (ପଲିସି) ବୈଠକ ଉଦ୍‌ଘାଟିତପ୍ରଥମ ଥର ପାଇଁ ଦିଲ୍ଲୀ ବାହାରେ ଆୟୋଜିତ ହେଲା ଜାତୀୟ ସ୍ତରର ସାମୁଦ୍ରିକ ସୁରକ୍ଷା ବୈଠକ ଆମର ସମୁଦ୍ର କେବଳ ଏକ ଭୌଗୋଳିକ ସୀମା ନୁହେଁ; ଏହା ବ୍ୟାପକ…

Read More

WOMEN & CHILD WELFARE: ୨.୮୮ ଲକ୍ଷ ସ୍ଵୟଂ ସହାୟକ ଗୋଷ୍ଠୀଙ୍କୁ ୧୪୭ କୋଟି ଟଙ୍କା ସୁଧ ଫେରସ୍ତ

ସୁଭଦ୍ରା ଶକ୍ତି ଭିଜନ ସମ୍ମିଳନୀ ଆୟୋଜିତ୨୪୪ କୋଟିରୁ ଉର୍ଦ୍ଧ ଟଙ୍କାର ଆବର୍ତ୍ତନ, ଗୋଷ୍ଠୀ ବିନିଯୋଗ ଓ ନିରାପତ୍ତା ପାଣ୍ଠି ପ୍ରଦାନ ମିଶନ ଶକ୍ତି ବିଭାଗ ପକ୍ଷରୁ ଭୁବନେଶ୍ୱରସ୍ଥିତ ମିଶନ ଶକ୍ତି ଭବନରେ ରାଜ୍ୟସ୍ତରୀୟ ‘ସୁଭଦ୍ରା ଶକ୍ତି ଭିଜନ ସମ୍ମିଳନୀ’ ଆୟୋଜିତ ହୋଇଯାଇଛି।…

Read More

HANDLOOM & TEXTILES DEPT: ଶ୍ରୀମନ୍ଦିର ପ୍ରଶାସନକୁ ପଠାଗଲା ୩୮୦ କିଲୋଗ୍ରାମ ବାସୁଙ୍ଗା ପାଟ

ବିଗ୍ରହମାନଙ୍କ ବିଜୟ ଡୋରୀ, ପଇତା, ରାକ୍ଷୀ ପ୍ରସ୍ତୁତିରେ ବ୍ୟବହାର ହୁଏମଲବେରୀ ରେଶମରୁ ପ୍ରସ୍ତୁତ ହୁଏ, କଇଥ ଫଳର ଅଠାରେ ରଙ୍ଗ ଦିଆଯାଏ୧୯୮୧ ମସିହାରୁ ସେରିଫେଡ୍ ଯୋଗାଇ ଆସୁଛି ବାସୁଙ୍ଗା ପାଟ ଭୁବନେଶ୍ଵର ଶହୀଦ ନଗରସ୍ଥିତ ଓଡିଶା ସମବାୟ ଟସର ଓ ରେଶମ…

Read More

ଖରିଫ ୨୦୨୬ ଓ ଏଲ୍ ନିନୋ ମୁକାବିଲାର ପ୍ରସ୍ତୁତି ସମୀକ୍ଷା କଲେ କେନ୍ଦ୍ର କୃଷି ମନ୍ତ୍ରୀ

କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂହ ଚୌହାନ ଖରିଫ୍ ୨୦୨୬ ପାଇଁ ପ୍ରସ୍ତୁତି ଏବଂ ଏଲ୍ ନିନୋର ପ୍ରଭାବକୁ ମୁକାବିଲା କରିବା ପାଇଁ ରାଜ୍ୟର ରଣନୀତି ସମ୍ପର୍କରେ ଏକ ଉଚ୍ଚସ୍ତରୀୟ ଭିଡ଼ିଓ କନଫରେନ୍ସିଂ ବୈଠକରେ ସମୀକ୍ଷା କରିଛନ୍ତି। ଏହି ବୈଠକରେ ଓଡ଼ିଶାର…

Read More

REVENUE: ହରିଦାସପୁର–ବିଜୟନଗରମ୍ ଚତୁର୍ଥ ରେଳପଥ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ସମୀକ୍ଷା

ଭୂମି ଅଧିଗ୍ରହଣ ପ୍ରକ୍ରିୟା ତ୍ୱରାନ୍ୱିତ କରିବା ସହ ପୁନର୍ବାସ ଓ ଥଇଥାନକୁ ସୁନିଶ୍ଚିତ କରିବା ନିମନ୍ତେ ରାଜସ୍ୱ ସଚିବଙ୍କ ନିର୍ଦ୍ଦେଶ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶକୁ ସଂଯୋଗ କରୁଥିବା ଗୁରୁତ୍ୱପୂର୍ଣ୍ଣ ହରିଦାସପୁର ଜଙ୍କସନ୍–ନିର୍ଗୁଣ୍ଡି ଜଙ୍କସନ୍ ଏବଂ କଟକ ଜଙ୍କସନ୍–ବିଜୟନଗରମ ଜଙ୍କସନ୍ ମଧ୍ୟରେ ୪୪୦.୧୬…

Read More

ଫ୍ରାନ୍ସରେ ଦୁଇଟି ଇଞ୍ଜିନ୍ ବିଶିଷ୍ଟ ବିମାନ ଦୁର୍ଘଟଣାଗ୍ରସ୍ତ: ୟୁବିସଫ୍ଟ (Ubisoft) ର ସହ-ପ୍ରତିଷ୍ଠାତା କ୍ଲୋଡ୍ ଗିଲମୋଟ୍‌ଙ୍କ ୬୯ ବର୍ଷ ବୟସରେ ମୃତ୍ୟୁ

୧୯୮୬ ମସିହାରେ ଫ୍ରାନ୍ସର ପ୍ରସିଦ୍ଧ ଭିଡିଓ ଗେମ୍ କମ୍ପାନୀ ‘ୟୁବିସଫ୍ଟ’ (Ubisoft) ର ପ୍ରତିଷ୍ଠା କରିଥିବା ପାଞ୍ଚ ଭାଇଙ୍କ ମଧ୍ୟରୁ ଅନ୍ୟତମ ତଥା ଗିଲମୋଟ୍ କର୍ପୋରେସନ୍‌ (Guillemot Corp.) ର ଅଧ୍ୟକ୍ଷ କ୍ଲୋଡ୍ ଗିଲମୋଟ୍‌ଙ୍କର ଶୁକ୍ରବାର (୧୯ ଜୁନ୍) ଦିନ ଏକ…

Read More

ଇରାନ ଯୁଦ୍ଧର ବଢୁଛି ମୂଲ୍ୟ: ବିଶ୍ୱ ଅର୍ଥନୀତିରେ ମାନ୍ଦାବସ୍ଥା ମଧ୍ୟରେ ଆମେରିକା ଉପରେ ୧୩୨ ବିଲିୟନ ଡଲାରର ବୋଝ

ଆମେରିକା ଏବଂ ଇରାନ ମଧ୍ୟରେ ଚଳିତ ସପ୍ତାହରେ ଏକ ପ୍ରାଥମିକ ଶାନ୍ତି ଚୁକ୍ତି ହେବା ପୂର୍ବରୁ ଏହି ସଂଘର୍ଷ ପ୍ରାୟ ୧୫ ସପ୍ତାହରୁ ଅଧିକ ସମୟ ଧରି ଚାଲିଥିଲା। ତେବେ ଏହା ଯୋଗୁଁ ହୋଇଥିବା ମାନବୀୟ ଏବଂ ଆର୍ଥିକ କ୍ଷତି ଖୁବ୍…

Read More