ନାଇକି ବନାମ ଆଡିଡାସ୍: ଫିଫା ବିଶ୍ୱକପ୍ ୨୦୨୬ରେ ମାର୍କେଟିଂ ଖର୍ଚ୍ଚ ବଢ଼ାଇଲେ ଦୁଇ କ୍ରୀଡ଼ା ସାମଗ୍ରୀ ପ୍ରସ୍ତୁତକାରୀ ମହାଶକ୍ତି
ଫିଫା ବିଶ୍ୱକପ୍ ୨୦୨୬ (FIFA World Cup 2026) ମୈଦାନରେ ଯେତିକି ରୋମାଞ୍ଚକର ହେଉଛି, ଷ୍ଟାଡିୟମ୍ ବାହାରେ ମଧ୍ୟ ସେତିକି ବଡ଼ ପ୍ରତିଯୋଗିତା ଦେଖିବାକୁ ମିଳୁଛି। ବିଶ୍ୱର ଦୁଇ ପ୍ରମୁଖ ସ୍ପୋର୍ଟସ୍ୱେୟାର୍ କମ୍ପାନୀ ‘ନାଇକି’ (Nike) ଏବଂ ‘ଆଡିଡାସ୍’ (Adidas) ଗ୍ରାହକଙ୍କ ଦୃଷ୍ଟି ଆକର୍ଷଣ କରିବା, ବ୍ରାଣ୍ଡ୍ର ପରିଚିତି ବଢ଼ାଇବା ଏବଂ ମାର୍କେଟ୍ ସେୟାର୍ କବଜା କରିବା ପାଇଁ ଏକ ଜୋରଦାର ଲଢ଼େଇରେ ମାତିଛନ୍ତି। ଫୁଟବଲ୍ର ଏହି ମହାକୁମ୍ଭକୁ ଆଖିରେ ରଖି ଦୁଇ କମ୍ପାନୀ ନିଜ ନିଜର […]
Read More