ଅଭିନବ ପ୍ରସ୍ତାବ: ଦରମା ପାଉନଥିବା ଆମେରିକୀୟ ବିମାନବନ୍ଦର ସୁରକ୍ଷା କର୍ମୀଙ୍କୁ ସହାୟତା କରିବେ ଏଲନ ମସ୍କ
ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଏଲନ ମସ୍କ ଶନିବାର ଦିନ ଏକ ବଡ଼ ଘୋଷଣା କରିଛନ୍ତି। ଆମେରିକାରେ ଜାରି ରହିଥିବା ଆଂଶିକ ସରକାରୀ ଶଟଡାଉନ (Government Shutdown) ଯୋଗୁଁ ଦରମା ପାଉନଥିବା ଟ୍ରାନ୍ସପୋର୍ଟେସନ ସିକ୍ୟୁରିଟି ଆଡମିନିଷ୍ଟ୍ରେସନ (TSA) ର କର୍ମଚାରୀମାନଙ୍କୁ ସେ ନିଜ ପକ୍ଷରୁ ଦରମା ଦେବାକୁ ପ୍ରସ୍ତାବ ଦେଇଛନ୍ତି।ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ (ପୂର୍ବରୁ ଟ୍ୱିଟର) ରେ ଏକ ପୋଷ୍ଟ କରି ମସ୍କ କହିଛନ୍ତି:”ସରକାରୀ ଅନୁଦାନ ବନ୍ଦ ରହିବା ଯୋଗୁଁ ଯେଉଁ ସମସ୍ୟା ସୃଷ୍ଟି ହୋଇଛି, […]
Read More