ଜେଟ୍ ଏୟାରୱେଜ୍ ବକେୟା ବିବାଦ: ଆପେଲେଟ୍ ଟ୍ରିବ୍ୟୁନାଲ୍ର ଦ୍ୱାରସ୍ଥ ହେଲା ଆଦାନୀଙ୍କ ମୁମ୍ବାଇ ବିମାନବନ୍ଦର
କୋଟିପତି ଗୌତମ ଆଦାନୀଙ୍କ ମାଲିକାନାରେ ଥିବା ମୁମ୍ବାଇ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ ଲିମିଟେଡ୍ (MIAL), ଦେବାଳିଆ ହୋଇଯାଇଥିବା ଜେଟ୍ ଏୟାରୱେଜ୍ର ଲିକ୍ୱିଡେଟରଙ୍କ ବିରୋଧରେ ନ୍ୟାସନାଲ କମ୍ପାନୀ ଲ’ ଆପେଲେଟ୍…