ଜେନେରେଟିଭ୍ AI କୁ ପ୍ରୋତ୍ସାହନ ଦେବା ପାଇଁ AWS ସହ ହାତ ମିଳାଇଲା ଇନଫୋସିସ୍: ଜାଣନ୍ତୁ ସମ୍ପୂର୍ଣ୍ଣ ଖବର
ବେଙ୍ଗାଲୁରୁ ଭିତ୍ତିକ ସଫ୍ଟୱେର୍ କମ୍ପାନୀ ଇନଫୋସିସ୍ (Infosys) ବୁଧବାର (୭ ଜାନୁଆରୀ) ଘୋଷଣା କରିଛି ଯେ, ବିଭିନ୍ନ ବ୍ୟବସାୟିକ ସଂସ୍ଥାଗୁଡ଼ିକରେ ‘ଜେନେରେଟିଭ୍ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ’ (Gen AI)…
