OdishaTrending
Trending

ବୃହତ୍ ବିଜୟ ପଥେ ଜୟ ଢୋଲକିଆ

ନୂଆପଡ଼ାରେ ନୂଆ ନେତା

ନୂଆପଡ଼ା ଉପନିର୍ବାଚନର ୧୫ ରାଉଣ୍ଡ ଗଣତି ଫଳାଫଳ ଆସିଛି | ବୃହତ ବିଜୟ ପଥରେ ଅଗ୍ରସର ହେଉଛନ୍ତି ବିଜେପି ପ୍ରାର୍ଥୀ ଜୟ ଢୋଲକିଆ | ୧୫ ରାଉଣ୍ଡ ସୁଦ୍ଧା ଜୟ ୫୦ ହଜାର ୬୫୬ ଭୋଟ୍‌ରେ ଆଗୁଆ ଅଛନ୍ତି | ତାଙ୍କ ପ୍ରତିପକ୍ଷମାନେ ବହୁ ପଛରେ ପଡିଛନ୍ତି | ୧୫ ରାଉଣ୍ଡ ସୁଦ୍ଧା ଜୟ ଢୋଲକିଆଙ୍କୁ ୭୩,୭୪୫ ଭୋଟ୍ ମିଳିଛି | ଦ୍ୱିତୀୟ ସ୍ଥାନରେ ଥିବା ବିଜେଡି ପ୍ରାର୍ଥୀ ତଥା ପୂର୍ବତନ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ୨୩,୦୮୯ଭୋଟ୍ ମିଳିଛି | ସେହିପରି ତୃତୀୟ ସ୍ଥାନରେ ଥିବା କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ୨୨,୬୧୮ ଭୋଟ୍ ପାଇଛନ୍ତି |

Show More

Related Articles

Leave a Reply

Your email address will not be published. Required fields are marked *

Back to top button