ଆରପୁ (ARPU) ବୃଦ୍ଧି ନେଇ ଆଶଙ୍କା ପ୍ରକାଶ କଲା ଜିଓ; ଶୁଳ୍କ ବଢ଼ିଲେ ଗ୍ରାହକ ବିରୋଧ କରିପାରନ୍ତି ବୋଲି ସୂଚନା
ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ର ଡିଜିଟାଲ୍ ଶାଖା ତଥା ଟେଲିକମ୍ ଅପରେଟର୍ ରିଲାଏନ୍ସ ଜିଓର ମାଲିକାନା ସଂସ୍ଥା ‘ଜିଓ ପ୍ଲାଟଫର୍ମସ ଲିମିଟେଡ୍’ (Jio Platforms Ltd) ଚେତାବନୀ ଦେଇଛି…
