Skip to main content

welcome to business breaking

ଉତ୍ତର-ପଶ୍ଚିମ ଓ କେନ୍ଦ୍ରୀୟ ଭାରତରେ ଜାରି ରହିବ ଗ୍ରୀଷ୍ମ ପ୍ରବାହ, ମେ ୨୯ ପରେ ମିଳିପାରେ ଆଶ୍ୱସ୍ତି: ଆଇଏମଡି (IMD)

ନୂଆଦିଲ୍ଲୀ: ଭାରତର ଏକ ବଡ଼ ଭାଗରେ ଏହି ସପ୍ତାହରେ ଗ୍ରୀଷ୍ମ ପ୍ରବାହ (Heat wave) ସ୍ଥିତି ଜାରି ରହିବ, ତେବେ ମେ ୨୯ ତାରିଖରୁ ତାପମାତ୍ରା ଧୀରେ…

​$୮ ମିଲିୟନ ବାକି ପାଉଣା ମାମଲା: ୨ ସପ୍ତାହ ମଧ୍ୟରେ ସମ୍ପତ୍ତିର ତାଲିକା ଦେବାକୁ ସ୍ପାଇସଜେଟ୍‌କୁ ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ

ନିଜର ଇଞ୍ଜିନ ଲିଜ୍‌ ଦେଇଥିବା ସଂସ୍ଥା ‘ସନବର୍ଡ ଫ୍ରାନ୍ସ ୦୨ ଏସଏଏସ’ (Sunbird France 02 SAS) ସହ ଚାଲିଥିବା ଏକ ବିବାଦ ମାମଲାରେ ଦିଲ୍ଲୀ ହାଇକୋର୍ଟ…

HANDLOOMS, TEXTILES & HANDICRAFTS DEPT: କଟକ, ବରଗଡ଼ ଓ ଯାଜପୁରରେ ହେବ ୬୬ କୋଟିର ହସ୍ତତନ୍ତ ହବ୍‌

କଟକ, ବରଗଡ଼ ଏବଂ ଯାଜପୁର ଜିଲ୍ଲାରେ ପ୍ରାୟ ୬୬ କୋଟି ଟଙ୍କା ବିନିଯୋଗରେ ହସ୍ତତନ୍ତ ହବ୍‌ ଓ ପାର୍କ ପ୍ରତିଷ୍ଠା ନେଇ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ…

ରାଜ୍ୟରେ ସୃଷ୍ଟି ହେବ ବ୍ୟାପକ ନିଯୁକ୍ତି ସୁଯୋଗ, ସ୍ଥାନୀୟ ଅର୍ଥନୀତିର ହେବ ଦ୍ରୁତ ବିକାଶ

ଖୋର୍ଦ୍ଧାରେ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଶିଳ୍ପ ସଂସ୍ଥା ପରିଦର୍ଶନ​ଟ୍ରାଇମେଟ୍ରୋ ଗାର୍ମେଣ୍ଟସ ଓ ଆନାଡ୍ରୋନ୍ ସିଷ୍ଟମ୍ସ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ; କର୍ମଚାରୀଙ୍କ ସହ ସିଧାସଳଖ ଆଲୋଚନାସମୃଦ୍ଧ ଶିଳ୍ପାୟନର ବ୍ଲୁ-ପ୍ରିଣ୍ଟ ଦେଖିଲେ…

ଦୁଲଦୁଲି କଳା ପରିଷଦ ପକ୍ଷରୁ ବଲାଙ୍ଗୀରରେ ନବମ ଲୋକକଳା ଉତ୍ସବ ଆରମ୍ଭ

୫ ଦିନ ଦୁଲକିବ କୋଶଲ କଳା ମଣ୍ଡଳ୨୪ ତାରିଖ ଯାଏଁ ଚାଲିବ ଉତ୍ସବଲୋକକଳା ଓ ପାରମ୍ପରିକ ନୃତ୍ୟର ପ୍ରଚାର ପ୍ରସାର ଲକ୍ଷ୍ୟ ବଲାଙ୍ଗୀର କୋଶଲ କଳା ମଣ୍ଡଳଠାରେ…

ପେଟ୍ରୋଲ ଓ ଡିଜେଲ ଖର୍ଚ୍ଚକାଟ: ପ୍ରଶାସନକୁ ମୁଖ୍ୟମନ୍ତ୍ରୀଙ୍କ ୮-ସୂତ୍ରୀ ନିର୍ଦ୍ଦେଶାବଳୀ

ସାମ୍ପ୍ରତିକ ପଶ୍ଚିମ ଏସିଆ ପରିସ୍ଥିତି ଯୋଗୁ ଦେଶରେ ପେଟ୍ରୋଲ ଡିଜେଲ ଖର୍ଚ୍ଚକାଟ ପାଇଁ ପ୍ରଧାନମନ୍ତ୍ରୀ ନିକଟରେ ନିବେଦନ କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ନିବେଦନ ପରେ ମୁଖ୍ୟମନ୍ତ୍ରୀ ତାଙ୍କ…

ସମାଜର ସେବା ହିଁ ପ୍ରକୃତ ମାନବିକତାର ପବିତ୍ର ପରିପ୍ରକାଶ: ରାଜ୍ୟପାଳ

ଭାରତ ସ୍କାଉଟ୍ସ ଏବଂ ଗାଇଡ୍ସ ରାଜ୍ୟ ପୁରସ୍କାର ପ୍ରଦାନ ସମାରୋହରେ ଯୋଗ ଦେଲେ ରାଜ୍ୟପାଳ ସମାଜର ସେବା ହିଁ ପ୍ରକୃତ ମାନବିକତାର ପବିତ୍ର ପରିପ୍ରକାଶ ବୋଲି ରାଜ୍ୟପାଳ…

ଅନଲାଇନରେ ବଢୁଛି ବ୍ୟଙ୍ଗାତ୍ମକ ଆନ୍ଦୋଳନ: ‘କକ୍‌ରୋଚ୍ ଜନତା ପାର୍ଟି’ (Cockroach Janta Party) ନାମରେ ଦୁଇଟି ଟ୍ରେଡମାର୍କ ଆବେଦନ ଦାଖଲ

ନିକଟରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତଙ୍କ ଏକ ବୟାନକୁ ନେଇ ଗତ ସପ୍ତାହରେ ସୋସିଆଲ ମିଡିଆରେ ଏକ ବ୍ୟଙ୍ଗାତ୍ମକ ଆନ୍ଦୋଳନ (Satirical Movement) ଆରମ୍ଭ ହୋଇଥିଲା। ଏହି…

ହିନ୍ଦୁ ଅଭିଭକ୍ତ ପରିବାର (HUF):

ଭାରତୀୟ ଆୟକର ଆଇନ ଅନୁଯାୟୀ, ‘ହିନ୍ଦୁ ଅଭିଭକ୍ତ ପରିବାର’ (HUF) ହେଉଛି ଏକ ଆଇନଗତ ମାନ୍ୟତା ପ୍ରାପ୍ତ ଏବଂ ପ୍ରଭାବଶାଳୀ ଟ୍ୟାକ୍ସ ସେଭିଙ୍ଗ୍ ବ୍ୟବସ୍ଥା, ଯାହା ପରିବାରଗୁଡ଼ିକୁ…

୭୫.୫% ଭାରତୀୟଙ୍କ ପାଖରେ ନାହିଁ ଅବସରକାଳୀନ ଯୋଜନା (Retirement Plan), ୭୭% ଲୋକ ଆର୍ଥିକ ପରାମର୍ଶ ନେବାରୁ ଦୂରେଇ ରୁହନ୍ତି: ‘ୱାନ୍ ଫାଇନାନ୍ସ’ (1 Finance) ସର୍ଭେ

‘ୱାନ୍ ଫାଇନାନ୍ସ’ (1 Finance) ପକ୍ଷରୁ କରାଯାଇଥିବା ଏକ ସାମ୍ପ୍ରତିକ ସର୍ଭେ ଅନୁଯାୟୀ, ଭାରତ ଧୀରେ ଧୀରେ ଏକ ଅବସରକାଳୀନ ସଂକଟ ଆଡ଼କୁ ଗତି କରୁଛି। ଏହାର…