ଭୋର ୪ଟାରେ ଛଟେଇ ଇମେଲ୍: Meta ୮,୦୦୦ କର୍ମଚାରୀଙ୍କୁ ଚାକିରିରୁ ବାହାର କରିବା ପ୍ରକ୍ରିୟା ଆରମ୍ଭ କଲା, ୭,୦୦୦ଙ୍କୁ ନୂଆ AI ଟିମ୍ରେ ସାମିଲ କଲା
ଫେସବୁକ୍ ଏବଂ ଇନଷ୍ଟାଗ୍ରାମର ମାତୃ କମ୍ପାନୀ ମେଟା ପ୍ଲାଟଫର୍ମସ (Meta Platforms), ସାରା ବିଶ୍ୱରେ ଥିବା ନିଜର ହଜାର ହଜାର କର୍ମଚାରୀଙ୍କୁ ଚାକିରିରୁ ବାହାର କରାଯାଉଥିବା ନେଇ…
