ମମତା ବାନାର୍ଜୀଙ୍କ ସମ୍ପତ୍ତି: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଅଛି ମାତ୍ର ୭୫,୭୦୦ ଟଙ୍କା ନଗଦ; ନା ଅଛି ନିଜର ଘର, ନା ଗାଡ଼ି
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବୁଧବାର ଦିନ ଭବାନୀପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ନିର୍ବାଚନୀ ସତ୍ୟପାଠ (Affidavit) ଅନୁଯାୟୀ, ଦୀର୍ଘ ଦିନ ଧରି ରାଜନୀତିରେ ସକ୍ରିୟ ଥାଇ ମଧ୍ୟ ୭୧ ବର୍ଷୀୟା ମମତାଙ୍କର ନିଜସ୍ୱ କୌଣସି ଘର, ଗାଡ଼ି କିମ୍ବା ସ୍ଥାବର ସମ୍ପତ୍ତି ନାହିଁ। ମୁଖ୍ୟ ବିବରଣୀ:
Read More