‘ପାଖକୁ ଆସିଲେ ହେବ ବିନାଶ’: ହର୍ମୁଜ ପ୍ରଣାଳୀ ଅବରୋଧ ମଧ୍ୟରେ ଇରାନୀ ଜାହାଜଗୁଡ଼ିକୁ ଟ୍ରମ୍ପଙ୍କ କଠୋର ଚେତାବନୀ
ହର୍ମୁଜ ପ୍ରଣାଳୀ (Strait of Hormuz) ରେ ଆମେରିକାର ନୌସେନା ଅବରୋଧ କାର୍ଯ୍ୟକାରୀ ହେବା ପରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ଏକ ଶକ୍ତ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ଯେ, ଯଦି କୌଣସି ଇରାନୀ ଜାହାଜ ଏହି ଅବରୋଧ ଅଞ୍ଚଳର ନିକଟତର ହୁଏ, ତେବେ ତାହାକୁ ତୁରନ୍ତ ଧ୍ୱଂସ କରିଦିଆଯିବ। ନିଜର ସୋସିଆଲ ମିଡିଆ ପ୍ଲାଟଫର୍ମ Truth Social ରେ ଏକ ପୋଷ୍ଟ କରି ଟ୍ରମ୍ପ ଲେଖିଛନ୍ତି: “ଚେତାବନୀ: ଯଦି ଏହି ଜାହାଜଗୁଡ଼ିକ ମଧ୍ୟରୁ କୌଣସିଟି […]
Read More