welcome to business breaking

Odisha

୧୦ ଜିଲ୍ଲାରେ ବନ୍ୟା ସ୍ଥିତି, ୧ ହଜାର ୭୧ଟି ଗାଁ ପ୍ରଭାବିତ

୪୦ହଜାରରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର ରାଜ୍ୟରେ ପ୍ରବଳ ବର୍ଷା ଯୋଗୁଁ ୧୦ ଜିଲ୍ଲାରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି । ୧୦ଟି ଜିଲ୍ଲାର ୮୦ଟି ବ୍ଲକ, ୩୨୫…

ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ସମବାୟ ସମିତିଗୁଡ଼ିକ ହେବେ ଗ୍ରାମାଞ୍ଚଳର ‘ୱାନ୍-ଷ୍ଟପ୍ ସଲ୍ୟୁସନ୍’ ସେଣ୍ଟର ପ୍ୟାକ୍ସ ଓ ଲ୍ୟାମ୍ପ୍‌ସର ଚାଷୀ-ସଦସ୍ୟମାନଙ୍କୁ ଲାଭାଂଶ ବଣ୍ଟନ ପ୍ରକ୍ରିୟାର ଶୁଭାରମ୍ଭ ରାଜ୍ୟ ପଣ୍ୟାଗାର ନିଗମ ଓ ସମବାୟ…

ପରମାଣୁ ଶକ୍ତି ଉତ୍ପାଦନ ସମ୍ଭାବ୍ୟତା ଅଧ୍ୟୟନ ପାଇଁ ସରକାରୀ ସ୍ୱୀକୃତି

ଏନଟିପିସି ଏବଂ ଘରୋଇ କମ୍ପାନି ଆଦାନୀ ପାୱାରକୁ ମଞ୍ଜୁରୀ କେନ୍ଦ୍ରୀୟ ସରକାରୀ ସଂସ୍ଥା ଜାତୀୟ ତାପଜ ବିଦ୍ୟୁତ୍‌ ନିଗମ (ଏନଟିପିସି) ଏବଂ ଘରୋଇ କମ୍ପାନି ଆଦାନୀ ପାୱାରକୁ…

୪୬ତମ ଏଚ୍.ଏଲ୍.ସି.ଏ. ରେ ₹୨.୪୭ ଲକ୍ଷ କୋଟିର ପୁଞ୍ଜିନିବେଶକୁ ଅନୁମୋଦନ

ପୁଞ୍ଜିନିବେଶର ପ୍ରମୁଖ ଆକର୍ଷଣ ହୋଇଛି ଡାଟା ସେଣ୍ଟର, ଆଇଟି ଏବଂ ଡିଜିଟାଲ୍ ଭିତ୍ତିଭୂମି ୧୫ଟି ଜିଲ୍ଲାରେ ୨୭ଟି ପ୍ରମୁଖ ପ୍ରକଳ୍ପ ଅନୁମୋଦିତ, ୫୦,୧୬୨ଟି ନିଯୁକ୍ତି ସମ୍ଭାବନା ମୁଖ୍ୟମନ୍ତ୍ରୀ…

ବାରବାଟୀ ଷ୍ଟାଡିଅମରେ ଓଡ଼ିଶା ଟି-୨୦ ଲିଗ୍ ସିଏମ୍ ଟ୍ରଫି ୨୦୨୬ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଫୁଟବଲ, ଖୋ-ଖୋ, କବାଡ଼ି ଓ ଭଲିବଲ ପରେ ଏବେ ‘ମୁଖ୍ୟମନ୍ତ୍ରୀ ଟ୍ରଫି’ରେ ପଞ୍ଚମ କ୍ରୀଡ଼ା ଭାବେ ଯୋଡ଼ି ହେଲା କ୍ରିକେଟ ରାଜ୍ୟର ୩୧୪ଟି ବ୍ଲକରେ ୪,୧୨୪ କୋଟି…

ନରାଜରେ ହେବ ‘ଓଡ଼ିଶା ସିଲିକନ ଭ୍ୟାଲି’

ସେମିକନ୍‌ ଇଣ୍ଡିଆରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ନରାଜ ନିକଟରେ ୮୭୦ ଏକର ଜମିରେ ଏକ ସେମିକଣ୍ଡକ୍ଟର ଓ ଇଲେକ୍ଟ୍ରୋନିକ୍ସ ବିନିର୍ମାଣ ହବ୍‌ ‘ଓଡ଼ିଶା ସିଲିକନ ଭ୍ୟାଲି’ ବିକାଶ କରାଯିବ।…

ଆଶୀର୍ବାଦର ଦୀପ: ରାଜ୍ୟର ୩୦ଟି ଜିଲ୍ଲାରେ ପ୍ରଜ୍ଜ୍ୱଳିତ ହେଲା ଏକ କୋଟି ଦୀପ

ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୬ତମ ଜୟନ୍ତୀ ଅବସରରେ ରାଜ୍ୟ ସରକାରଙ୍କ ପକ୍ଷରୁ…

ରାଜ୍ୟବାସୀଙ୍କୁ ନୂଆଁଖାଇର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଆଜି ପବିତ୍ର ନୂଆଁଖାଇ | ଓଡ଼ିଶାର ଏହି ମହାନ୍ କୃଷିଭିତ୍ତିକ ଗଣପର୍ବର ଶୁଭ ଅବସରରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।…

ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ଦୁବାଇରେ ରୋଡ୍‌ସୋ, ୪୦୦ ନିବେଶକଙ୍କ ଯୋଗଦାନ

ଓଡ଼ିଶାରେ ପୁଞ୍ଜିନିବେଶ ପ୍ରତି ୟୁଏଇର ନିବେଶକଙ୍କୁ ଆକୃଷ୍ଟ କରିବାକୁ ଦୁବାଇ ରୋଡ୍‌ସୋର ଆୟୋଜନ କରାଯାଇଛି। ଦୁବାଇରେ ଆୟୋଜିତ ଓଡିଶା ନିବେଶକ ସମ୍ମିଳନୀ-ୟୁଏଇ- ୨୦୨୬ ରେ ପ୍ରାୟ ୪୦୦…

ୟୁଏଇରେ ଆଦାନୀ, ଆଇଏଚ୍‌ସି ସହ ଏମ୍‌ଓୟୁ, ୧୪ ପ୍ରକଳ୍ପ, ୨.୧ ଲକ୍ଷ କୋଟି ନିବେଶ ସମ୍ଭାବନା

ସଂଯୁକ୍ତ ଆରବ ଏମିରେଟ୍‌ସ (ୟୁଏଇ) ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆବୁଧାବିସ୍ଥିତ ଇଣ୍ଟରନ୍ୟାସନାଲ୍‌ ହୋଲ୍‌ଡିଂ କର୍ପୋରେସନ୍‌ (ଆଇଏଚ୍‌ସି) ମୁଖ୍ୟ କାର୍ଯ୍ୟାଳୟ ପରିଦର୍ଶନ କରି ନିବେଶ…