Uncategorized
LPG ଏବଂ PNG କ’ଣ? ଜାଣନ୍ତୁ ଏହି ଦୁଇଟି ଘରୋଇ ଇନ୍ଧନ ମଧ୍ୟରେ ଥିବା ମୁଖ୍ୟ ପାର୍ଥକ୍ୟ

ମଧ୍ୟ-ପ୍ରାଚ୍ୟ ସଂକଟ ବଢୁଥିବାରୁ ଭାରତ ସରକାର ଦେଶବାସୀଙ୍କୁ ଲିକ୍ୱିଫାଇଡ୍ ପେଟ୍ରୋଲିୟମ ଗ୍ୟାସ (LPG) ପରିବର୍ତ୍ତେ ପାଇପ୍ଡ ନାଚୁରାଲ ଗ୍ୟାସ (PNG) ବ୍ୟବହାର କରିବାକୁ ଅନୁରୋଧ କରିଛନ୍ତି। ସରକାରଙ୍କ କହିବା ଅନୁସାରେ, ଏହା କୌଣସି ଗ୍ୟାସ ଅଭାବ ପାଇଁ ନୁହେଁ, ବରଂ PNG ଏକ ସ୍ୱଚ୍ଛ ଏବଂ ଶସ୍ତା ବିକଳ୍ପ ହୋଇଥିବାରୁ ଏହାକୁ ପ୍ରୋତ୍ସାହନ ଦିଆଯାଉଛି।LPG ଏବଂ PNG ମଧ୍ୟରେ ପାର୍ଥକ୍ୟ:



