Odisha
-
ପ୍ରବାସୀ ଓଡ଼ିଆମାନଙ୍କ ସୁରକ୍ଷା ପାଇଁ ଉଚ୍ଚସ୍ତରୀୟ ବୈଠକ
ମଧ୍ୟ ପ୍ରାଚ୍ୟରେ ଯୁଦ୍ଧ ପରିସ୍ଥିତି ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରସ୍ତୁତି ଓ ପଦକ୍ଷେପ ନେବାକୁ ମୁଖ୍ୟ ଶାସନ ସଚିବଙ୍କ ପରାମର୍ଶ ସମ୍ପ୍ରତି ମଧ୍ୟ ପ୍ରାଚ୍ୟରେ ଯୁଦ୍ଧ ପରିସ୍ଥିତିରେ…
Read More » -
ଓଡ଼ିଶାର ଆର୍ଥିକ ବିକାଶ ଲକ୍ଷ୍ୟ ଦିଗରେ ଉଲ୍ଲେଖନୀୟ ଭୂମିକା ପ୍ରଦର୍ଶିତ କରୁଛି
ମୁଖ୍ୟ ଶାସନ ସଚିବ,ଓଡ଼ିଶା ଶ୍ରୀମତୀ ଅନୁ ଗର୍ଗ, ଆଜି ପାରାଦ୍ୱୀପ ବନ୍ଦର ପରିଦର୍ଶନ କରି ବନ୍ଦରକର୍ତ୍ତୃପକ୍ଷ ଓ ଅଧିକାରୀମାନଙ୍କ ସହିତ ବନ୍ଦରର କାର୍ଯ୍ୟ ଏବଂ ଦୀର୍ଘକାଳୀନ ସଂପ୍ରସାରଣ…
Read More » -
ଶ୍ରୀଜଗନ୍ନାଥ ଦର୍ଶନ ଯୋଜନାର ଶୁଭାରମ୍ଭ
ଆଗାମୀ ୪ ବର୍ଷ ମଧ୍ୟରେ ୧ ଲକ୍ଷ ୨୦ ହଜାର ବରିଷ୍ଠ ନାଗରିକ ନେବେ ମହାପ୍ରଭୁଙ୍କ ଦିବ୍ୟ ଅନୁଭୂତି ଓଡ଼ିଆ ଜାତି ଓ ଜାଗୃତିର ପ୍ରାଣକେନ୍ଦ୍ର ହେଉଛନ୍ତି…
Read More » -
୧୨ରେ ଦେଶବ୍ୟାପୀ ଧର୍ମଘଟ
ଆନ୍ଦୋଳନକୁ ଓହ୍ଲାଇବେ ୧୦ରୁ ଅଧିକ ଶ୍ରମିକ ଓ ଚାଷୀ ସଂଗଠନ ଗୁରୁବାର ସାରା ଭାରତରେ ଧର୍ମଘଟ | ଅଚଳ ହୋଇଯିବ ସବୁ ଚକ ଅଖ | ବ୍ୟବସାୟ…
Read More » -
କଳିଙ୍ଗ ଷ୍ଟାଡିୟମରେ ୨୫୦ ନୂଆ ଆମ୍ବୁଲାନ୍ସର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ରାଜ୍ୟରେ ଜରୁରିକାଳୀନ ସ୍ୱାସ୍ଥ୍ୟସେବା ହେଲା ଅଧିକ ସୁଦୃଢ଼ବିମାନ ଯୋଜନାରେ ଏୟାରଷ୍ଟ୍ରିପରେ ମଧ୍ୟ ଆମ୍ବୁଲାନ୍ସ ବ୍ୟବସ୍ଥା କରାଯିବ ଆମ୍ବୁଲାନ୍ସ ସେବାର ଦକ୍ଷତା ଆଣି କମ୍ ସମୟରେ ରୋଗୀଙ୍କୁ ହସ୍ପିଟାଲ…
Read More » -
IAS ବଦଳି: ଅରବିନ୍ଦ ପାଢ଼ୀଙ୍କୁ ରାଜସ୍ୱ ବିଭାଗ, ଦେଓରଞ୍ଜନଙ୍କୁ ଖଣି; ପ୍ରଶାସନିକ ସ୍ତରରେ ବଡ଼ ଫେରବଦଳ
ଆଇଏଏସ୍ ସ୍ତରରେ ବଡ଼ ଅଦଳବଦଳ୨୧ ଅଧିକାରୀଙ୍କ ବିଭାଗ ବଦଳିଲାରାଜ୍ୟ ପ୍ରଶାସନରେ ନୂଆ କଳେବର | ରାଜ୍ୟ ସରକାର ଅତିରିକ୍ତ ଶାସନ ସଚିବରୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ…
Read More » -
ପ୍ରେସର ନୁହେଁ, ପେସେନ୍ସ ରଖି ପାଠ ପଢନ୍ତୁ: ମୁଖ୍ୟମନ୍ତ୍ରୀ
ପିଲାମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମ ଦେଖିଲେପାଠ ପଢିବା ପାଇଁ ଆରାମ ଦାୟକ ପରିବେଶ ନୁହେଁ, ବରଂ ସବୁ ପରିବେଶକୁ ଆରାମଦାୟକ ବନେଇ ପାଠ…
Read More » -
ଆମପାଇଁ ‘ଦେଶ’ ର ଅର୍ଥ କେବଳ ‘ଜାତୀୟ ସେବା’: ମୁଖ୍ୟମନ୍ତ୍ରୀ
ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ନ୍ୟାସନାଲ୍ ଡିଫେନ୍ସ କଲେଜ୍ ପ୍ରଶିକ୍ଷାର୍ଥୀ ଅଧିକାରୀଗଣଓଡ଼ିଶାର ଦ୍ରୁତ ବିକାଶକୁ ଭାରତୀୟ ସଶସ୍ତ୍ର ବାହିନୀର ଭୁରିଭୁରି ପ୍ରଶଂସା ଅଧ୍ୟୟନ ପରିଦର୍ଶନ କାର୍ଯ୍ୟକ୍ରମରେ ଓଡ଼ିଶା ଆସିଥିବା ଦିଲ୍ଲୀ…
Read More » -
ରାଜ୍ୟରେ ‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ’ ଯୋଜନାର ଶୁଭାରମ୍ଭ
ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ମାଆ ତାରାତାରିଣୀଙ୍କ ପୀଠରେ ‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ’ ଯୋଜନାର ଶୁଭାରମ୍ଭ ହୋଇଯାଇଛି | ସାମୂହିକ ବିବାହ କାର୍ଯ୍ୟକ୍ରମରେ ପହଞ୍ଚି ମୁଖ୍ୟମନ୍ତ୍ରୀ ମୋହନ ଚରଣ…
Read More » -
୧୨ଟି ପ୍ରସ୍ତାବ ଉପରେ କ୍ୟାବିନେଟ୍ ମୋହର
ଜାତୀୟ ଢାଞ୍ଚାରେ ହେବ ରାଜ୍ୟ ସମବାୟ ନୀତି ରାଜ୍ୟ କ୍ୟାବିନେଟ୍ରେ ଆଜି ୧୨ଟି ପ୍ରସ୍ତାବ ଉପରେ ମୋହର ଲାଗିଛି। ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ…
Read More »