-
Department
LAW DEPT: ଖୁବ୍ ଶୀଘ୍ର ଆରମ୍ଭ ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତିମଣତି
ଗଣତି ମଣତିର SOP ସମ୍ପର୍କରେ ମୁଖ୍ୟମନ୍ତ୍ରୀ କଲେ ବିସ୍ତୃତ ଆଲୋଚନାସମ୍ପୂର୍ଣ୍ଣ ଅଳଙ୍କାରାଦିର ଫଟୋଗ୍ରାଫ ସହିତ ଡିଜିଟାଲ୍ କାଟାଲଗ୍ କରାଯିବ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିରର ରତ୍ନଭଣ୍ଡାରରେ ଥିବା ସୁନା…
Read More » -
Odisha
ଶ୍ରୀଜଗନ୍ନାଥ ଦର୍ଶନ ଯୋଜନାର ଶୁଭାରମ୍ଭ
ଆଗାମୀ ୪ ବର୍ଷ ମଧ୍ୟରେ ୧ ଲକ୍ଷ ୨୦ ହଜାର ବରିଷ୍ଠ ନାଗରିକ ନେବେ ମହାପ୍ରଭୁଙ୍କ ଦିବ୍ୟ ଅନୁଭୂତି ଓଡ଼ିଆ ଜାତି ଓ ଜାଗୃତିର ପ୍ରାଣକେନ୍ଦ୍ର ହେଉଛନ୍ତି…
Read More » -
Odisha
୧୨ରେ ଦେଶବ୍ୟାପୀ ଧର୍ମଘଟ
ଆନ୍ଦୋଳନକୁ ଓହ୍ଲାଇବେ ୧୦ରୁ ଅଧିକ ଶ୍ରମିକ ଓ ଚାଷୀ ସଂଗଠନ ଗୁରୁବାର ସାରା ଭାରତରେ ଧର୍ମଘଟ | ଅଚଳ ହୋଇଯିବ ସବୁ ଚକ ଅଖ | ବ୍ୟବସାୟ…
Read More » -
Odisha
କଳିଙ୍ଗ ଷ୍ଟାଡିୟମରେ ୨୫୦ ନୂଆ ଆମ୍ବୁଲାନ୍ସର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ରାଜ୍ୟରେ ଜରୁରିକାଳୀନ ସ୍ୱାସ୍ଥ୍ୟସେବା ହେଲା ଅଧିକ ସୁଦୃଢ଼ବିମାନ ଯୋଜନାରେ ଏୟାରଷ୍ଟ୍ରିପରେ ମଧ୍ୟ ଆମ୍ବୁଲାନ୍ସ ବ୍ୟବସ୍ଥା କରାଯିବ ଆମ୍ବୁଲାନ୍ସ ସେବାର ଦକ୍ଷତା ଆଣି କମ୍ ସମୟରେ ରୋଗୀଙ୍କୁ ହସ୍ପିଟାଲ…
Read More » -
Department
INDUSTRIES DEPT: ଇଡ୍କୋର ଅଧ୍ୟକ୍ଷା ଭାବେ ଦାୟିତ୍ୱ ଗ୍ରହଣ କଲେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀ
ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀ ସୋମବାର ଓଡ଼ିଶା ଶିଳ୍ପ ଭିତ୍ତିଭୂମି ଉନ୍ନୟନ ନିଗମ (ଇଡ୍କୋ)ର ଅଧ୍ୟକ୍ଷା…
Read More » -
Department
ST & SC DEVELOPMENT DEPT: SCSTRTI ରେ ଆଦିବାସୀ କଳା ଓ କଳାବସ୍ତୁ ପ୍ରଦର୍ଶନ କାର୍ଯ୍ୟକ୍ରମ
୧୫ ଦିନ ଚାଲିବ ଲାଇଭ୍ ପ୍ରଦର୍ଶନ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ (SCSTRITI), ଓଡ଼ିଶା ଆନୁକୂଲ୍ୟରେ ଫେବୃଆରୀ ୭ ରୁ…
Read More » -
Department
HOUSING & URBAN DEVELOPMENT DEPT: ସହରାଞ୍ଚଳରେ ଖାଲି ଥିବା ସରକାରୀ ଗୃହକୁ ଭଡ଼ା ଦେବେ ରାଜ୍ୟ ସରକାର
ଖାଲି ଘର ସଂକ୍ରାନ୍ତରେ ସୂଚନା ଦେବାକୁ ଚିଠି ଲେଖିଲା ନଗର ଉନ୍ନୟନ ବିଭାଗ ସହରାଞ୍ଚଳର ଗରିବ, ପ୍ରବାସୀ ଶ୍ରମିକ ଓ ଶ୍ରମଜୀବୀ ଜନସାଧାରଣଙ୍କ ପାଇଁ ସୁଲଭ ଆବାସ…
Read More » -
Odisha
ପ୍ରେସର ନୁହେଁ, ପେସେନ୍ସ ରଖି ପାଠ ପଢନ୍ତୁ: ମୁଖ୍ୟମନ୍ତ୍ରୀ
ପିଲାମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମ ଦେଖିଲେପାଠ ପଢିବା ପାଇଁ ଆରାମ ଦାୟକ ପରିବେଶ ନୁହେଁ, ବରଂ ସବୁ ପରିବେଶକୁ ଆରାମଦାୟକ ବନେଇ ପାଠ…
Read More » -
Odisha
ଆମପାଇଁ ‘ଦେଶ’ ର ଅର୍ଥ କେବଳ ‘ଜାତୀୟ ସେବା’: ମୁଖ୍ୟମନ୍ତ୍ରୀ
ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ନ୍ୟାସନାଲ୍ ଡିଫେନ୍ସ କଲେଜ୍ ପ୍ରଶିକ୍ଷାର୍ଥୀ ଅଧିକାରୀଗଣଓଡ଼ିଶାର ଦ୍ରୁତ ବିକାଶକୁ ଭାରତୀୟ ସଶସ୍ତ୍ର ବାହିନୀର ଭୁରିଭୁରି ପ୍ରଶଂସା ଅଧ୍ୟୟନ ପରିଦର୍ଶନ କାର୍ଯ୍ୟକ୍ରମରେ ଓଡ଼ିଶା ଆସିଥିବା ଦିଲ୍ଲୀ…
Read More » -
Department
MISSION SHAKTI DEPT: ୪୬ ହଜାର ସିଆରପିଙ୍କୁ ସ୍ମାର୍ଟଫୋନ, ସମସ୍ତ କମ୍ୟୁନିଟି ସପୋର୍ଟ ଷ୍ଟାଫଙ୍କୁ ନୂଆ ୟୁନିଫର୍ମ ଏବଂ ପରିଚୟ ପତ୍ର
ଏସ୍.ଏଚ୍.ଜି ସଦସ୍ୟାଙ୍କୁ ୧୯୭.୬୬ କୋଟି ଟଙ୍କା ସୁଧ ଫେରସ୍ତ ମହିଳାଙ୍କୁ ଆର୍ଥିକ ଭାବେ ସଶକ୍ତ କରିବା ହେଉଛି ଓଡିଶାର ସାମଗ୍ରିକ ବିକାଶର ମୁଖ୍ୟ ଆଧାର। ଏହି ଲକ୍ଷ୍ୟକୁ…
Read More »